ଇଡ୍ଲିକୁ ବୋରିଂ କହିଥିବା ପ୍ରଫେସରଙ୍କୁ ଏମିତି ଜବାବ ଦେଲେ ଶଶୀ ଥରୁର୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ୍ ମିଡ଼ିଆରେ ‘ଇଡ୍ଲି’ ଖାଦ୍ୟକୁ ବୋରିଂ ବୋଲି କହିଥିବା ବ୍ରିଟିଶ୍ ପ୍ରଫେସରଙ୍କୁ ଜବାବ ଦେଇଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ‘ଏପରି କେଉଁ ଖାଦ୍ୟ ଅଛି ଯାହାକୁ ଲୋକମାନେ କାହିଁକି ପସନ୍ଦ କରୁଛନ୍ତି ବୋଲି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତି’ ବୋଲି ଅନ୍ଲାଇନ୍ ଫୁଡ୍…