Browsing Tag

Shah Rukh Khan Undergoes Surgery In The US

ନାକର ସର୍ଜରୀ କଲେ କିଙ୍ଗ ଖାନ

ଦୁର୍ଘଟଣାର ଶିକାର ହେଲେ ବଲିଉଡ ଅଭିନେତା ଶାହାରୁଖ ଖାନ । ସୁଟିଂ ବେଳେ ଆହତ ହେଲେ ଶାହାରୁଖ । ନାକରେ ଲାଗିଛି ଗଭୀର ଆଘାତ । ଅପକମିଂ ଫିଲ୍ମ ପାଇଁ ବିଦେଶରେ ଅଛନ୍ତି । ଆମେରିକାର ଲସ୍‌ ଆଞ୍ଜେଲ୍ସରେ ସୁଟିଂ ଚାଲିଥିବା ବେଳେ ଘଟିଛି ଏଭଳି ଅଘଟଣ । ନାକରୁ ପ୍ରବଳ ରକ୍ତ ବାହାରୁଥିବାରୁ…