Browsing Tag

several missing after cloudburst near Amarnath cave

ଅମରନାଥରେ ବାଦଲଫଟା ବର୍ଷା ଯୋଗୁଁ ୧୦ ମୃତ, ଅନେକ ନିଖୋଜ

ପବିତ୍ର ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ଆସିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ନିଖୋଜ ଅଛନ୍ତି । ବନ୍ୟାରେ କିଛି ତୀର୍ଥଯାତ୍ରୀ ଶିବିର ଭାସି ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସେଠାରେ ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି…