Browsing Tag

Several BJP Worker Joins BJD At Dharmasala

ଧର୍ମଶାଳାରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ମିଶିଲେ ଶତାଧିକ ବିଜେପି କର୍ମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳାରେ ବିଜେଡିର ମିଶ୍ରଣ ପର୍ବଷ । ଧର୍ମଶାଳାରେ ବଢୁଛି ବିଜେଡିର ବଳ । ଧର୍ମଶାଳା ନିର୍ବାଚନ ମଣ୍ଡଳିର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ୍ ହୋଇଛନ୍ତି । ଯାଜପୁର ଜିଲ୍ଲା ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ଏହି ମିଶ୍ରଣ…