ଡେଡଲାଇନ ସରିବା ପରେ ଆସ୍କନ ନେଲା ସେସୁ, ଖୋର୍ଦ୍ଧାରୁ ବିଦ୍ୟୁତ୍ କାଟ ଆରମ୍ଭ
ଓଡିଶା ଫାଷ୍ଟ (ବ୍ୟୁରୋ) : ବିଦ୍ୟୁତ କାଟ ପାଇଁ ସେସୁ ଦେଇଥିବା ଡେଡଲାଇନ ଆଜି ସରିଛି। ଖୋର୍ଦ୍ଧା ଅଞ୍ଚଳରୁ ଲାଇନ କାଟିବା ଆରମ୍ଭ କରିଛି ସେସୁ । ଖୋର୍ଦ୍ଧାରେ ବିଦ୍ୟୁତ ବିଲ୍ ପୈଠ କରିନଥିବା 53ଟି କମର୍ସିଆଲ ସଂସ୍ଥାରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିଥବା ଜଣାପଡିଛି। ସେସୁ ପକ୍ଷରୁ…