୧୨ରୁ ଚାଲିବ ୮୦ ସ୍ୱତନ୍ତ୍ର ଟ୍ରେନ୍, ୧୦ରୁ ବୁକିଂ ଆରମ୍ଭ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେପ୍ଟେମ୍ବର ୧୨ ତାରିଖରୁ ୪୦ ଯୋଡା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ଏବଂ ଏଥିପାଇଁ ସେପ୍ଟେମ୍ବର ୧୦ ତାରିଖରୁ ରିଜର୍ଭେସନ୍ ଆରମ୍ଭ ହେବବୋଲି ଶନିବାର ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି। ଓଡ଼ିଶାରେ ୨ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ପୁରୀରୁ…