ସୀମାଞ୍ଚଳ ଏକ୍ସପ୍ରେସ୍ ଲାଇନଚ୍ୟୁତ: ୭ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସୀମାଞ୍ଚଳ ଏକ୍ସପ୍ରେସ୍ ରବିବାର ଭୋର୍ରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିହାରର ସରଦେଇସ୍ଥିତ ବୁଜୁର୍ଗଠାରେ ଟ୍ରେନ୍ର ୧୧ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ୮ ମୃତଦେହ ଉଦ୍ଧାର କରାଯାଇଛି । ୫୦ରୁ ଊର୍ଦ୍ଧ୍ବ…