ଏଥର ସୂର୍ଯ୍ୟପରାଗରେ ପଡିବ ଏହି ୪ ଟି ରାଶି ଉପରେ ଖରାପ ପ୍ରଭାବ, ଦେଖି ନିଅନ୍ତୁ ଆପଣଙ୍କର ନାହିଁ ତ ରାଶି
ବୈଦିକ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗର ପ୍ରଭାବ ପ୍ରତ୍ୟେକ ଜୀବଜନ୍ତୁଙ୍କ ଉପରେ ପଡ଼ିଥାଏ। ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବାରଣ ହୋଇଥାଏ। ଏହି ସୂର୍ଯ୍ୟପରାଗ ଅକ୍ଟୋବର ୨୫ ତାରିଖ ଦିନ ସନ୍ଧ୍ୟା ୪:୨୯ ମିନିଟରେ ଆରମ୍ଭ ହୋଇ ୫:୪୨ ମିନିଟରେ ସମାପ୍ତ ହେବ। ଏହା, ଭାରତ…