Browsing Tag

security

ଡିଜିଙ୍କ ରଥଯାତ୍ରା ବୈଠକ: ମୁତୟନ ହେବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଉ ମାତ୍ର ୨ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାକୁ ନେଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ପୋଲିସ୍ ଡିଜି । ପୁରୀରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଭକ୍ତଙ୍କ…

ସ୍କୁଲର ଲୁହା ଗେଟ୍ ପଡି 2 ସୁରକ୍ଷାକର୍ମୀ ମୃତ

ରାଉରକେଲା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଉରକେଲା ସେକ୍ଟର-9ର ଏକ ଘରୋଇ ସ୍କୁଲରେ ଗେଟ୍ ପଡ଼ି ୨ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ 34 ବର୍ଷୀୟ ସୁରଜ ଚୌଧୁରୀ ଏବଂ 18 ବର୍ଷୀୟ ଗୌତମ ଗାନ୍ଧୀ । ଗୁରୁବାର ରାତିରେ ଏହି ଘଟଣା ଘଟିଥିବାବେଳେ କେଉଁ ପରିସ୍ଥିତିରେ ଗେଟ୍…

ଅଗ୍ନିପଥ’ ଯୋଜନା : ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପି ଜୋରଦାର ପ୍ରତିବାଦ ଲାଗିରହିଛି । ଏହାକୁ ପ୍ରଶମିତ କରିବା ପାଇଁ ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଅର୍ଦ୍ଧସାମରିକ ବଳରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ଅଗ୍ନିବୀର ଭାବେ ୪ ବର୍ଷ କାର୍ୟ୍ୟକାଳ ଶେଷ…

ପୁରୁଣା ଗାଡିରେ ବି ହାଇସିକ୍ୟୁରିଟି ନମ୍ବର ବାଧ୍ୟତାମୂଳକ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଏଣିକି ପୁରୁଣା ଗାଡିରେ ହାଇସିକ୍ୟୁରିଟି ନମ୍ବର ବାଧ୍ୟତାମୂଳକ। ଯିଏ ଆଇନ୍ ଉଲ୍ଲଙ୍ଘନ କରିବ ୫ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଏଥର ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ବିନା କୌଣସି ଗାଡି ରାସ୍ତାରେ…

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବୟାନ ବାଜି!

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିରକୁ ନେଇ ଆରମ୍ଭ ହୋଇଛି ବୟାନ ବାଜି। ବଡ଼ଦେଉଳକୁ ନେଇ ରାଜନୀତି କରନାହିଁ ବୋଲି ସବୁ ରାଜନୈତିକ ଦଳ କହୁଛନ୍ତି । କିନ୍ତୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ବିଜେସ୍ଥଳକୁ ନେଇ ଜୋରଧରିଛି ରାଜ୍ୟ ରାଜନୀତି । ନେତାଙ୍କ ମଧ୍ୟରେ ଲାଗିରହିଛି ତୁ ତୁ ମେମେ ।…