Browsing Tag

SDPO

ପାଣିରେ ବୁଡି ୨ ନାବାଳକ ମୃତ ,୨ ଗୁରୁତର

କୋରାପୁଟ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କୋରାପୁଟ ଦଶମନ୍ତପୁର ବ୍ଲକ ମାଝିଗୁଡା ଗାଁରେ ପାଣିରେ ବୁଡି ୨ ନାବାଳକ ମୃତ ଓ ୨ ଗୁରୁତର ହୋଇଛନ୍ତି । ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିବା ଗାତରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଗାତରେ ବର୍ଷା ଯୋଗୁଁ ପାଣି ଭର୍ତ୍ତି ହୋଇଯାଇଥିଲା ।…

ଭିଜିଲାନ୍ସ ଜାଲରେ ଏସଡିପିଓ

ହିନ୍ଦୋଳ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିନକୁ ଦିନ ବଢି ଚାଲିଛି ସରକାରୀ ବାବୁଙ୍କ ଲାଞ୍ଚ ନେବା । ତେଣୁ ଭିଜିଲାନ୍ସ ବିଭିନ୍ନ ସମୟରେ ଚଢଉ କରି ଲାଞ୍ଚୁଆ ଅଫିସରଙ୍କୁ କାବୁକରିବାକୁ ଚେଷ୍ଟା କରନ୍ତି । ତେବେ ଆଜି ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ । କାରନ୍ଦା ଛକରେ ଏସଡିପିଓ ମଳୟ ନାୟକ…

ନଦୀ ଘାଟରୁ ୨୦ ବସ୍ତା ଗଞ୍ଜେଇ ଜବତ, ଜଣେ ଗିରଫ

ଲମତାପୁଟ : ଆନ୍ଧ୍ର ସୀମାନ୍ତ ନଦୀ ପାରକରି ବାଙ୍ଗୁରପଡା ନଦୀ ଘାଟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡିବସିଲା ଲମତାପୁଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ. ଡ଼ି. ପିଓ ଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ବାଙ୍ଗୁର ପଡା ଗ୍ରାମର ନଦୀ…