Browsing Tag

school

ବହୁମୁଖୀ ସୌଧ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ବାଣୀବିହାର ଯୁନିଭର୍ସିଟି ହାଇସ୍କୁଲ୍ ପରିସରରେ "ଆକାଂକ୍ଷା, ଦି ଫୋରମ’ ବହୁମୁଖୀ ସୌଧ ନିମନ୍ତେ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୋ ସ୍କୁଲର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏହି ଆକାଂକ୍ଷା ଫୋରମ ବର୍ତ୍ତମାନ ଓ ଭବିଷ୍ୟତର…

ପିଲା ନାଚିଲେ , ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବ୍ରହ୍ମପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ । ଶେରଗଡ଼ ବରମୁଣ୍ଡୁଳି ଅପଗ୍ରେଡ଼୍ ହାଇସ୍କୁଲ ସୁଜାତା ପାଢୀ ନିଲମ୍ବିତ ହୋଇଛନ୍ତି । କ୍ଲାସ୍‌ରେ ପୁଷ୍ପା ଫିଲ୍ମର ଗୀତ ଲଗାଇ ପିଲାମାନେ ନାଚୁଥିବାର ଭିଡ଼ିଓ କିଛି ଦିନ ତଳେ ଭାଇରାଲ ହେବା ପରେ…

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏପରିକି ମେଧାବୀଙ୍କୁ ଅଣଦେଖା କରି କମ୍ ମାର୍କ ରଖିଥିବା ପିଲାଙ୍କୁ ଅଧିକ ମାର୍କ ଦିଆଯାଇଛି ବୋଲି ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଥିସହ ଏହାର…

ବଦଳିଲା ନିଷ୍ପତ୍ତି, ସୋମବାରଠୁ ଖୋଲିବନି ପ୍ରାଥମିକ ସ୍କୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ । ଏବେ ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ । ଆସନ୍ତାକାଲିଠୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର । ଖବର ଅନୁଯାୟୀ, ରାଜ୍ୟରେ ଆସନ୍ତାକାଲି ଠାରୁ ମାନେ ଜାନୁଆରୀ ୩…

ବଦଳିପାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତି, ଡିଏମଇଟି ଦେଲେ ସୂଚନା

ଭୁବନେଶ୍ବର ୨୯।୧୨: ବଦଳିପାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବା ନିଷ୍ପତ୍ତି । ଏ ନେଇ ଡିଏମଇଟି ରମାରମଣ ମହାନ୍ତି ସୂଚନା ଦେଇଛନ୍ତି । ଡିଏମଇଟି କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା…

ବିଶ୍ଵର ଅଜବ ସ୍କୁଲ, ଦେଖିବା ଲୋକ ହୁଅନ୍ତି କାବା

ଆପଣ ଅନେକ ପ୍ରକାର ବିଦ୍ୟାଳୟ ଦେଖିଥିବେ, ହେଲେ ଆଜି ଆମେ ଦୁନିଆର ଏପରି କେତେକ ବିଦ୍ୟାଳୟ ବିଷୟରେ କହୁଛୁ, ଯାହା ବିଷୟରେ ଆପଣ କ୍ୱଚିତ୍ ଶୁଣିଥିବେ ବା ଶୁଣି ନଥିବେ। ଏହି ବିଦ୍ୟାଳୟଗୁଡ଼ିକ ସେମାନଙ୍କର ସ୍ୱତନ୍ତ୍ରତା ହେତୁ ପ୍ରାୟତଃ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। ଅନେକ ଲୋକ ଏହି…

ଖୋଲିଲା ସ୍କୁଲ, ମହାରାଷ୍ଟ୍ରରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ସଂକ୍ରମିତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଦେଶରେ କରୋନା ମାମଲା ହ୍ରାସ ପାଇବା ଭିତରେ ଅନେକ ରାଜ୍ୟରେ ସ୍କୁଲଗୁଡ଼ିକ ପୁଣି ଖୋଲିଛି ବା ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ଏହି ଭିତରେ ମହାରାଷ୍ଟ୍ରର ସୋଲାପୁରରେ ସ୍କୁଲ୍ ପୁଣି ଖୋଲାଯିବା ପରେ ୬୧୩ ଜଣ ପିଲା କରୋନା ସଂକ୍ରମିତ ହୋଇଛନ୍ତି। ଯାହାକି ଏବେ…

ଦୀର୍ଘ ୬ ମାସ ପରେ ଆଜି ଖୋଲିଲା ସ୍କୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦୀର୍ଘ ୬ ମାସର ଛୁଟି ପରେ ଆଜି ଉତ୍ତରପ୍ରଦେଶର ସମସ୍ତ ସ୍କୁଲ ଖୋଲିଛି। ଏହି ପରିପ୍ରେକ୍ଷୀରେ ୯ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିଛି। କୋଭିଡ ମହାମାରୀ ମଧ୍ୟରେ ସ୍କୁଲ ଖୋଲୁଥିବାରୁ ୟୁପି ସରକାର ଗାଇଡଲାଇନ ଜାରି କରିଛନ୍ତି।…

ସ୍କୁଲରେ ପାଳନ ହେବ ସ୍ୱାଧିନତା ଦିବସ, ରହିବେନି ଛାତ୍ରଛାତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ପାଇଁ ଏବେ ସ୍କୁଲ କଲେଜ ସବୁ ବନ୍ଦ ରହିଛି। ଅନଲକ ୩.୦ ରେ କିଛି ମାତ୍ରାରେ କଟକଣା କୋହଳ ହୋଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ କଟକଣା କଡ଼ାକଡ଼ି ରହିଛି। ତେବେ ଚଳିତ ବର୍ଷ କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ଦେଶରେ ପାଳନ କରାଯାଉଛି। କୋଭିଡ କଟକଣାକୁ ପାଳନ କରି…