ଖୋର୍ଦ୍ଧା ଜିଲ୍ଲାରେ ବଦଳିଲା ସ୍କୁଲ ସମୟ
ଖୋର୍ଦ୍ଧା ଜିଲ୍ଲାରେ ବଦଳିଲା ସ୍କୁଲ ସମୟ । ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଓ ଅଙ୍ଗନବାଡ଼ି କେନ୍ଦ୍ର ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ଯାଏ ଖୋଲା ରହିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିର୍ଦେଶ ଜାରି କରିଛନ୍ତ ଖୋର୍ଦ୍ଧା ଜିଲ୍ଲାପାଳ । ନିର୍ଦ୍ଦେଶାନାମା…