ଦିନ ୧୦ଟା ଯାଏଁ ପାଠପଢ଼ା ହେଉ -ଶିଶୁ ଅଧିକାର ସୁରକ୍ଷା ଆୟୋଗ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପାଗରେ ପରିବର୍ତନ ଘଟିଥିବାରୁ ଏବଂ ଦିନ ତାପମାତ୍ରା ହ୍ରାସ ପାଇଥିବାରୁ ରାଜ୍ୟରେ ପିଲାଙ୍କ ପାଠପଢ଼ା ସମୟକୁ ବୃଦ୍ଧି କରିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗଣଶିକ୍ଷା ବିଭାଗକୁ କହିଛନ୍ତି। ଗତ ମେ’ ୨ ତାରିଖରୁ ସ୍କୁଲ୍ ଗୁଡ଼ିକ ସକାଳ ୬ଟାରୁ ୯ଟା…