Browsing Tag

School summer vacation holidays

କେନ୍ଦ୍ରୀୟ ବିଦ୍ୟାଳୟ ମାନୁନି ରାଜ୍ୟ ସରକାରଙ୍କ ଖରା ଛୁଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିକୁ୧୫ଦିନ ହେବ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅସହ୍ୟ ଗରମ ସାଙ୍ଗକୁ ତାତି ୪୨ଡ଼ିଗ୍ରୀ ତଳକୁ ଖସିବା ନା ଧରୁନି।ସାଧାରଣ ତ ସ୍କୁଲ ପିଲାଙ୍କ ଖରାଛୁଟି ରଜରେ ସରିବା ଠିକ ପରେ ପରେ ଖୋଲିଥାଏ। କିନ୍ତୁ ଏଥର ରାଜ୍ୟରେ ଅସହ୍ୟ ଗରମ ହେତୁ ରାଜ୍ୟସରକାର ପୂର୍ବ…

ବଢିଲା ପିଲାଙ୍କ ସ୍କୁଲ ଛୁଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ହଠାତ ବୃଦ୍ଧି ପାଇଛି ଗ୍ରୀଷ୍ମପ୍ରବାହ। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି। ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ ବୃଦ୍ଧି…