ଏଣିକି ମାସକୁ ୨ଥର ହେବ ସ୍କୁଲ ଅନ୍ଲାଇନ୍ ମନିଟରିଂ ଯାଞ୍ଚ
ଏବେ ଆକ୍ସନମୁଡରେ ରହିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । କୌଣସି ଅବ୍ୟବସ୍ଥାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ବିଭାଗୀୟ ବରିଷ୍ଠ ଅଧିକାରୀ ଚରମବାଣୀ ଶୁଣାଇଛନ୍ତି । ଫଳସ୍ୱରୂପ ସରକାରଙ୍କୁ ଠକିବାକୁ ଚେଷ୍ଟା କଲେ ସମ୍ପୃକ୍ତ ଶିକ୍ଷକଙ୍କୁ ସିଧାସଳଖ ଚାକିରିରୁ ହଟାଇ ଦିଆଯିବ ବୋଲି ଜଣାପଡ଼ିଛି ।…