Browsing Tag

school

ସ୍କୁଲର ଲୁହା ଗେଟ୍ ପଡି 2 ସୁରକ୍ଷାକର୍ମୀ ମୃତ

ରାଉରକେଲା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଉରକେଲା ସେକ୍ଟର-9ର ଏକ ଘରୋଇ ସ୍କୁଲରେ ଗେଟ୍ ପଡ଼ି ୨ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ 34 ବର୍ଷୀୟ ସୁରଜ ଚୌଧୁରୀ ଏବଂ 18 ବର୍ଷୀୟ ଗୌତମ ଗାନ୍ଧୀ । ଗୁରୁବାର ରାତିରେ ଏହି ଘଟଣା ଘଟିଥିବାବେଳେ କେଉଁ ପରିସ୍ଥିତିରେ ଗେଟ୍…

ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା

ଧର୍ମଗଡ଼(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଧର୍ମଗଡ ବ୍ଳକ ଅନ୍ତର୍ଗତ ବେହେରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ସ୍କୁଲରେ ମୋଟ ୪୧୧ ଛାତ୍ରଛାତ୍ରୀ ଥିବାବେଳେ ସ୍କୁଲରେ ମାତ୍ର…

ଖରା ଛୁଟି ଶେଷ, ଆଜି ଖୋଲୁଛି ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସରିଲା ୧୧ ଦିନର ଖରା ଛୁଟି । ଆଜି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲୁଛି। ଖରାଛୁଟି ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ, ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ବନ୍ଦ ଥିଲା। ଛୁଟି ଅବଧି ଜୁନ୍ ୧୬ ଯାଏଁ ଥିବାବେଳେ ଆଜିଠୁ ସମସ୍ତ ଶିକ୍ଷାନୁଷ୍ଠାନ…

୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି । ପିଲାଙ୍କ ଭିତରେ ସେ ଭବିଷ୍ୟତ ଓଡିଶାର ଝଲକ…

୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ୱିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହାଦ୍ୱାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି । ପ୍ରଥମ…

ଆଜି ୪୯୦ ସ୍କୁଲ ଲୋକାର୍ପଣ ହେବ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ବଦଳୁଛି ପିଲାଙ୍କ ଶିକ୍ଷା ମନ୍ଦିର। ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ସେମାନଙ୍କ ବିଦ୍ୟାପୀଠ। ୫ଟି ସ୍କୁଲ୍ ରୂପାନ୍ତରିକରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ପରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ। ଆଜି…

ସ୍କୁଲ୍ ନ ଆସିଲେ ସାଇକେଲ୍ ପାଇଁ ଟଙ୍କା ମିଳିବନି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଷ୍ଟମରୁ ନବମ କ୍ଲାସରୁ ଉତ୍ତୀର୍ଣ୍ଣ ହେବା କ୍ଷଣି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସାଇକେଲ ବାବଦ ଅର୍ଥ ଯାଇଛି । ସାଇକେଲ କିଣିଛନ୍ତି କି ନାହିଁ ତାହାର ବି କିଛି ସଠିକ୍ ତଥ୍ୟ ନାହିଁ । ସାଇକେଲ୍ ବାବସରେ ୨୬୦୦ ଟଙ୍କା ପାଇବା ପରେ ପିଲା ସ୍କୁଲ ଆସି…

ଦିନ ୧୦ଟା ଯାଏଁ ପାଠପଢ଼ା ହେଉ -ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପାଗରେ ପରିବର୍ତନ ଘଟିଥିବାରୁ ଏବଂ ଦିନ ତାପମାତ୍ରା ହ୍ରାସ ପାଇଥିବାରୁ ରାଜ୍ୟରେ ପିଲାଙ୍କ ପାଠପଢ଼ା ସମୟକୁ ବୃଦ୍ଧି କରିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗଣଶିକ୍ଷା ବିଭାଗକୁ କହିଛନ୍ତି। ଗତ ମେ’ ୨ ତାରିଖରୁ ସ୍କୁଲ୍‍ ଗୁଡ଼ିକ ସକାଳ ୬ଟାରୁ ୯ଟା…

ଡ୍ରପଆଉଟ୍ ପାଇଁ ସ୍କୁଲ ଦାୟୀ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ନେଇ ଚିନ୍ତା। ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ର ଛାତ୍ରୀ କେମିତି ସ୍କୁଲ ଆସିବେ ସେନେଇ ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ସଚିବଙ୍କ ଚିଠି । ସ୍କୁଲରେ କାହିଁକି ଅନୁପସ୍ଥିତ ରହୁଛନ୍ତି ପିଲା ତାର ପର୍ଯ୍ୟବେକ୍ଷଣ…

ମେ ୧୬ ଓ ୩୦ ତାରିଖ ଚନ୍ଦନ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ସ୍କୁଲ ଛୁଟି -ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚଳିତ ବର୍ଷ ପ୍ରଥମ ଥର ମେ ୧୬ ଓ ୩୦ ତାରିଖ ଚନ୍ଦନ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସରକାରୀ ଛୁଟି କ୍ୟାଲେଣ୍ଡରରେ ଏହି ଦୁଇ ଦିନ ଛୁଟି ନଥିଲେ ବି ପ୍ରଥମ ଥର ରାଜ୍ୟ ସରକାର ସାବିତ୍ରୀ ଅମାବାସ୍ୟା ଏବଂ ଚନ୍ଦନ…