Browsing Tag

SCB medical

କଟକ ଏସସିବିରେ କ୍ରେନ୍ ଖସି ୩ ଆହତ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର, ୯ ଅଗଷ୍ଟ: କଟକ ବଡ଼ ମେଡିକାଲରେ ସଂପ୍ରସାରଣ କାମ ସମୟରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ସେଠାରେ ଲାଗିଥିବା କ୍ରେନ୍‌ ଭାଙ୍ଗିପଡ଼ିବା କାରଣରୁ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ୩ ଶ୍ରମିକଙ୍କୁ ତୁରନ୍ତ ଏସସିବି କାଜୁଆଲଟି…

ଚେକଅପ୍ ପାଇଁ SCB ରେ ଜଗା

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ SCB ମେଡିକାଲରେ ଜଗା। ଜଗାର ମୁଣ୍ଡ ସ୍କାନ କରାଯିବ। SCBକୁ ଆଣିଛନ୍ତି ତାଙ୍କ ବାପା। ଜଗା ମୁଣ୍ଡର ମସ୍ତିଷ୍କ କିଭଳି ରହିଛି ତାର ଚେକଅପ୍ ପାଇଁ SCBକୁ ଅଣାଯାଇଛି। ସୂଚନା ମୁତାବକ ଜଗାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାକୁ କାଜୁଆଲଟିର ଉପରମହଲାରେ…

ଏସସିବିରେ ଆଜି ଠାରୁ ଅନଲାଇନ୍ ଓପିଡ଼ି ସେବା ଆରମ୍ଭ

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଠାରୁ କଟକ ଏସସିବିରେ ଅନଲାଇନ୍ ଓପିଡ଼ି ସେବା ଆରମ୍ଭ ହୋଇଯାଇଛି । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡ଼ୋର ପାଇଁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଇଛି। http://eswasthya.odisha.gov.in ଏହି ସାଇଡ଼୍‌ରେ ଅନଲାଇନ୍ ସୁବିଧା ମିଳୁଥିବା ହସ୍ପିଟାଲ…

ଏଣିକି SCBରେ କରୋନା ସଂକ୍ରମିତଙ୍କୁ ମାଗଣାରେ ମିଳିବ ଇକମୋ ସେବା, ୯ଟି ମେସିନ୍ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ଏସସିବି ମେଡିକାଲରେ ଶୁକ୍ରବାର ଉଦଘାଟିତ ହୋଇଛି ବହୁ ପ୍ରତିକ୍ଷୀତ ଇକମୋ ଚିକିତ୍ସା କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଶୁକ୍ରବାର କଟକରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଇକମୋ ମେସିନର ଲୋକାର୍ପିତ କରିଥିଲେ । ଏଠାରେ କରୋନା…

ଆସନ୍ତା ୨୭ରୁ ରାଜ୍ୟରେ ଇକ୍‌ମୋ ଚିକିତ୍ସା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା । ଆସନ୍ତା ୨୭ ତାରିଖରୁ କଟକ ଏସସିବିରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା। ଏସସିବିରେ ସମୁଦାୟ ୯ଟି ଇକ୍‌ମୋ ମେସିନ୍ ରହିବ। ପୂର୍ବ ଭାରତରେ ଏହା ସବୁଠୁ ବଡ଼ ୟୁନିଟ ହେବ। ମଙ୍ଗଳବାର ଏନେଇ ଏସସିବି ମେଡିକାଲରେ ସମୀକ୍ଷା…

ଅଗଷ୍ଟ ୧୫ରୁ ରାଜ୍ୟରେ ଆରମ୍ଭ ହେବ ଏକ୍‌ମୋ ଚିକିତ୍ସା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଣିକି ଇକମୋ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି । ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଏସସିବିରେ ଉପଲବ୍ଧ ହେବ ଏକ୍‌ମୋ ଚିକିତ୍ସା । ଅଗଷ୍ଟ ୧୫ରୁ ଓଡ଼ିଶାରେ ଆରମ୍ଭ ହେବ ଏକ୍‌ମୋ ସେବା । ୯ଟି ମେସିନ କଟକ ଏସସିବି ମେଡ଼ିକାଲରେ ଆଣି ରଖାଯାଇଛି | ଏଥିପାଇଁ…

କଟକ ବଡ଼ ମେଡିକାଲ୍‌ରୁ କରୋନା ସନ୍ଦିଗ୍ଧ ଫେରାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ବଡ଼ ମେଡିକାଲ୍‌ରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ୍‌ ମାରିଥିବା ଜଣାପଡିଛି । ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ ଆୟର୍ଲାଣ୍ଡର ନାଗରିକ। ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ କଟକ ବଡ଼…

ଏସସିବି ଚାରିକଡୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଓଡିଶା ଫାଷ୍ଟ( ବ୍ୟୁରୋ):କଟକ ଏସିବି ମେଡିକାଲର ସମ୍ପ୍ରସାରଣ ପାଇଁ ଆଜିଠୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବଡ଼ ମେଡିକାଲ ପାଖ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ଉଚ୍ଛେଦ କରାଯାଉଛି। ଯୋବ୍ରା ବ୍ୟାରେଜଠାରୁ ମାଲଗୋଦାମ ଥାନା ଓ ଫରେଷ୍ଟ ଅଫିସ ଲେନର ଉଭୟ ପାର୍ଶ୍ୱରେ ଥିବା…

ଏସ୍‌ସିବିରେ ବିରଳ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ

ଓଡିଶା ଫାଷ୍ଟ (ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲରେ ପ୍ରଥମ ଥର ପାଇଁ ବିରଳ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟର ସଫଳ ଅସ୍ତ୍ରୋପଚାର ହୋଇଛି। ସାଧାରଣତଃ ଜଣେ ମୃତବ୍ୟକ୍ତିଙ୍କଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବା ବ୍ୟବସ୍ଥାକୁ ଡାକ୍ତରୀ ଭାଷାରେ କାଡାଭେରିକ୍…

ବଡ ମେଡିକାଲ ପୁନର୍ବିନ୍ୟାସ : ଥଇଥାନ ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି ଜିଲ୍ଲାପାଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ଏସସିବି ମେଡିକାଲର ହେବ ନବକଳେବର। ଏଥିପାଇଁ ସ୍ଥାନାନ୍ତର ହେଉଥିବା ଲୋକଙ୍କୁ ଖୋଦ୍ ଜିଲ୍ଲାପାଳ ଲୋକମାନଙ୍କୁ ସଚେତନ କରାଉଛନ୍ତି। ଏସସିବି ଆଖପାଖ ଓ ଯୋବ୍ରା ମାଛ ମାର୍କେଟ ଅଞ୍ଚଳ ବୁଲି ଅନୁଧ୍ୟାନ କରିବା ସହ ଜିଲ୍ଲାପାଳ ଲୋକମାନଙ୍କୁ ଥଇଥାନ ଓ ଉଚ୍ଛେଦ…