ପୌର ନିର୍ବାଚନ: ରିଭ୍ୟୁ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ଏକ ଝଟକା ଲାଗିଛି । ପୌର ସଂସ୍ଥାଗୁଡ଼ିକରେ ସ୍ଥାନ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ଅଧିକ ସ୍ଥାନ ସଂରକ୍ଷଣ ବେଆଇନ ବୋଲି ଦର୍ଶାଇଥିଲେ । ତେବେ ରାୟର ପୁନଃବିଚାର କରିବାକୁ ରାଜ୍ୟ…