ଅଯୋଧ୍ୟା ରାମମନ୍ଦିର ସପକ୍ଷରେ ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୯୯୨ ମସିହାରୁ ଚାଲିଥିବା ରାମମନ୍ଦିର ଓ ବାବ୍ରୀ ମସ୍ଜିଦ ବିବାଦର ରାୟ ପ୍ରକାଶ ପାଇଛି । ଆଜି ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରିଛନ୍ତି । ଅଯୋଧ୍ୟାର ଏହି ବିବାଦୀୟ ଜମିରେ…