ରୋଡ୍ପତିରୁ କରୋଡପତି କିଭଳି ହେଲେ: ଭାଜପା । ରବର୍ଟ ଭଦ୍ରାଙ୍କୁ ଇଡିର ଜେରା, ପ୍ରିୟଙ୍କା କହିଲେ ସ୍ବାମୀଙ୍କୁ ସପୋର୍ଟ…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଶାସକ ଦଳମାନେ ନିଜ ସ୍ବାର୍ଥସାଧନ ପାଇଁ ବ୍ୟବହାର କରୁଥିବା ଦେଖାଯାଉଛି । କଂଗ୍ରେସ ସରକାର ଥିବା ବେଳେ ସିବିଆଇ ଓ ଇଡ଼ିର ଦୁରୁପଯୋଗ କରୁଥିବା ଅଭିଯୋଗ ହେଉଥିବା ବେଳେ ଏବେ ବି ସମାନ ସ୍ଥିତି…