ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ସତ୍ୟପାଲ ମଲିକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସତ୍ୟପାଲ ମଲିକଙ୍କୁ ଗୋଆରୁ ମେଘାଳୟର ରାଜ୍ୟପାଳ ଭାବେ ବଦଳି କରାଯାଇଥିବା କଥା ଆଜି ରାଷ୍ଟ୍ରପତି ଭବନରୁ ରିଲିଜ୍ ହୋଇଥିବା ଏକ ବିବୃତିରୁ ସୂଚନା ମିଳିଛି।
ଉତ୍ତରପୂର୍ବ ରାଜ୍ୟ ମେଘାଳୟର ରାଜ୍ୟପାଳ ଥିବା ତଥାଗତ ରାୟ ନିଜର ପାଞ୍ଚବର୍ଷିଆ କାର୍ଯ୍ୟକାଳ ପୂର୍ଣ୍ଣ…