Browsing Tag

Satakosia forest

ସାତକୋଶିଆରେ ଶିକାର ହୋଇଥିଲା ମହାବଳ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଅନଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ‘ମହାବୀର’ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି । ବାରହା ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନଟିସିଏ)ର ଫରେଷ୍ଟ ଆଇଜି ଅମିତ ମଲ୍ଲିକ ଏବଂ…

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବଳର ମୃତ୍ୟୁ ନେଇ ମୁହଁ ଖୋଲିଲା ବନବିଭାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପଠାରେ ବାଘମୃତ୍ୟୁ ହୋଇଥିବା ବୁଧବାର ରାତିରେ ସୂଚନା ମିଳିଛି । ବାଘର ମୃତ୍ୟୁ ନେଇ ସ୍ପଷ୍ଟୀକରଣ ରଖିଲା ବନବିଭାଗ । ବେକରେ ଆଘାତ ଯୋଗୁଁ ସଂକ୍ରମଣ ହୋଇ ମହାବଳ ମହାବୀରର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଗତକାଲି ବାଘ…

ବନ ବିଭାଗକୁ ସୁନ୍ଦରୀ ଅଡୁଆ: ନନ୍ଦନକାନନ ସ୍ଥାନାନ୍ତର ପାଇଁ ମନାକଲା ସି.ଜେଡ୍‌.ଏ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରୀକୁ ନେଇ ଅଡୁଆରେ ପଡିଛି ବନ ବିଭାଗ । ଅନୁଗୋଳ ସାତକୋଶିଆରେ ବାଘ ଵଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିବା ବେଳେ ସୁନ୍ଦରୀକୁ ଜଙ୍ଗଲରେ ରଖିବାରେ ବିଫଳ ହୋଇଥିଲା ବନ ବିଭାଗ । ଫଳରେ ସୁନ୍ଦରୀକୁ ନନ୍ଦନକାନନ ସ୍ଥାନାନ୍ତର କରିବାକୁ…

କଦଳୀ ଗଛ ଖାଇବାକୁ ଦେବା ବେଳେ କଚାଡି ମାରିଲା ଯଶୋଦା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରୀ ବାଘ କୁ ଟ୍ରାଙ୍କୁଳାଇଜ କରିବା ପାଇଁ ଚନ୍ଦକା ରୁ ଅନୁଗୁଳ ଯାଇଥିବା କୁମକୀ ହାତୀ ଯଶୋଦା ଆକ୍ରମଣ ରେ ଆଜି ଜଣଙ୍କର ମୃତ୍ୟୁ ହୋଇଥିବା ର ସୂଚନା ମିଳିଛି । ସୂଚନା ଅନୁଯାୟୀ, ଯଶୋଦା ଅନୁଗୁଳ ରେଞ୍ଜ କାର୍ଯ୍ୟାଳୟ ଆଗରେ ବନ୍ଧା ହୋଇଥିଲା । ଏହି ସମୟରେ…

ସୁନ୍ଦରୀକୁ ଠାବ କରିବାକୁ ଯଶୋଦା ର ସହାୟତା ଲୋଡିଲା ବନବିଭାଗ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କୁମକି ହାତୀ ଯଶୋଦାର ସହାୟତା ଲୋଡିଲେ ବାଘୁଣୀ ସୁନ୍ଦରୀକୁ ଧରିବାକୁ । ବିଗତ କିଛିଦିନ ହେବ ସାତକୋଶିଆ ଅଞ୍ଚଳରେ ଆତଙ୍କ ମଚାଇଥିବା ବାଘୁଣୀ ସୁନ୍ଦରୀକୁ ଠାବ କରିବାରେ ବନ୍ୟାବିଭାଗ କର୍ମଚାରୀ ଅସଫଳ ହେବାପରେ ଆଜି ଯଶୋଦାର ସହାୟତା ନେଇଛିି ବନବିଭାଗ । ସୂଚନା…

You cannot copy content of this page