ଭୁବନେଶ୍ୱର ଉପକଣ୍ଠରେ ଗୁଳିମାଡ, ପୁଅ ମୃତ ବାପା ଗୁରୁତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ସରକନ୍ତରାରେ ହୋଇଛି ଗୁଳିମାଡ । ଗୁଳିମାଡରେ ପୁଅର ମୃତ୍ୟୁ ଘଟିଥିବା ବେଳେ, ବାପା ଗୁରୁତର ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସରକନ୍ତରା ଅଞ୍ଚଳର ଅଭିମନ୍ୟୁ ଜେନା ଓ ତାଙ୍କ ପୁଅ ଅନୀଲ ଜେନାଙ୍କ ପୁଅ…