ସଟ୍ ସର୍କିଟରେ ମୃତ ଅମିନ ପ୍ରଧାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ସଞ୍ଜୟ ଦାସବର୍ମା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ସଦର ବ୍ଲକର ହନ୍ତୁକ ପଞ୍ଚାୟତର ବାଣିଆକେରା ଗ୍ରାମର ଅମୁଲ୍ୟ ପ୍ରଧାନ ପିତା ଅମିନ ପ୍ରଧାନ ଗତକାଲି ଇଲେକ୍ଟ୍ରିକ ସଟ୍ ସର୍କିଟ ରେ ସେ ପ୍ରାଣ ହରାଇଥିଲେ । ଆଜି ୩.୩୦ ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ତାଙ୍କ ଗ୍ରାମରେ ପହଞ୍ଚି…