କରୋନା ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ଆଶ୍ଵସନା ଦେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଳକର ବରାଗୋଳ ପଞ୍ଚାୟତର ବିଶ୍ଵନାଥପୁର ଗ୍ରାମର କରୋନାରେ ମୃତ୍ୟୁବରଣ କରିଥିବା ସ୍ଵର୍ଗତ ସନାତନ ମିଲ୍ଲିକ୍ ଙ୍କ ଦ୍ଵାଦଶ ରେ ତାଙ୍କ ଘରେ ପହଞ୍ଚି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ…