ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥିନୀ ସଂଘମିତ୍ରା ଦଳାଇ ବିଜୟୀ
ଭୁବନେଶ୍ୱର : ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି । ବିଜେଡିର ସଂଘମିତ୍ରା ଦଳାଇ ବିଜେପିର ପ୍ରାର୍ଥିନୀ ସବିତା ସୁଆରଙ୍କ ଠାରୁ ୨୦୨୮୬ ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ସିଟ୍ ହାତେଇଲା ବିଜେଡି । ସଂଘମିତ୍ରା ପିନ୍ଧିଲା ବିଜୟୀ ମୁକୁଟ ।…