ଖ୍ୟାତାନାମା ନ୍ୟୁରୋସର୍ଜନ୍ ଡକ୍ଟର ସନାତନ ରଥଙ୍କ ଦେହାନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ଅନ୍ୟତମ ଖ୍ୟାତନାମା ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକସ୍ଥିତ କନିକାଛକ ବାସଭବନରେ ସକାଳ ୧୦.୩୦ରେ ପରଲୋକ ଘଟିଥିବାର ଦୁଃଖଦ ଖବର ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା । ଜଣେ ନ୍ୟୁରୋସର୍ଜନ ଭାବେ କେବଳ ଦେଶ ଭିତରେ ନୁହେଁ…