Browsing Tag

samir ranjan das

ମେ ୧୬ ଓ ୩୦ ତାରିଖ ଚନ୍ଦନ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ସ୍କୁଲ ଛୁଟି -ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚଳିତ ବର୍ଷ ପ୍ରଥମ ଥର ମେ ୧୬ ଓ ୩୦ ତାରିଖ ଚନ୍ଦନ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସରକାରୀ ଛୁଟି କ୍ୟାଲେଣ୍ଡରରେ ଏହି ଦୁଇ ଦିନ ଛୁଟି ନଥିଲେ ବି ପ୍ରଥମ ଥର ରାଜ୍ୟ ସରକାର ସାବିତ୍ରୀ ଅମାବାସ୍ୟା ଏବଂ ଚନ୍ଦନ…

ନୂଆ ବର୍ଷରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ, କ୍ଲାସ ରୁମରେ ପଢ଼ିବେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ

ନୂଆ ବର୍ଷରୁ ଖୋଲିବ ପ୍ରାଥମିକ ସ୍କୁଲ । ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । କରୋନାର ସମସ୍ତ ଗାଇଡ ଲାଇନକୁ ମାନି କ୍ଲାସ ରୁମରେ ପଢ଼ିବେ ପ୍ରଥରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଥିବା ଗାଇଡ ଲାଇନ ଅନୁସାରେ ଖୋଲିବ ପ୍ରଥମରୁ ପଞ୍ଚମ…

ଶିକ୍ଷକଙ୍କୁ ଶିକ୍ଷା ମନ୍ତ୍ରୀ ଙ୍କ ନାଲି ଆଖି: ପାଠପଢାରେ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ

ଓଡିଶା ଫାଷ୍ଟ(ବ୍ୟୁରୋ): ସବୁ ସୁବିଧା ଥାଇ ମଧ୍ୟ ସରକାରୀ ବିଦ୍ୟାଳୟରେ ହେଉନି ଭଲ ରେଜଲ୍ଟ । ଏଣିକି ସରକାରୀ ଶିକ୍ଷକ ପାଠପଢାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ହେବ। ଆଜି କୋଣାର୍କ ଉଚ୍ଚ ବିଦ୍ୟାଳୟର ୬୨ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ସ୍କୁଲ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ…

ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ୪୫ ମିନିଟ୍ ପରିବର୍ତ୍ତେ ହେବ ଦେଢ ଦେଢ଼ ଘଣ୍ଟା କ୍ଲାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ଛାତ୍ରଛାତ୍ରୀ କମ ନମ୍ବର ରଖୁଥିବାରୁ ଏହା ଚିନ୍ତା ବଢାଇଛି ସରକାରଙ୍କର । ତେଣୁ ଗଣଶିକ୍ଷା ବିଭାଗ ସେଥିପାଇଁ ନେଇଛି ଏକ ବଡ ନିଷ୍ପତ୍ତି । ଚଳିତ ବର୍ଷ ଠାରୁ ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ୪୫ ମିନିଟ ପରିବର୍ତ୍ତେ ଦେଢ଼…

ବିଜେଡ଼ି ବିଧାୟକ ଙ୍କ ଅସଭ୍ୟ ଭାଷା ର ଗାଳି ହେଲା ଭାଇରଲ

https://youtu.be/rRshOGu0F54 ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିମାପଡା ରୁ ଦୁଇଥର ଜିତିଥିବା ବିଧାୟକ , ପୁରୀ ଜିଲ୍ଲା ଯୋଜନା କମିଟିର ଚେୟାରମ୍ୟାନ ଓ ଦଳୀୟ ମୁଖପାତ୍ର ସମୀର ରଂଜନ ଦାଶ ଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରିବୁଲୁଛି। ଯେଉଁଥିରେ ବିଧାୟକ ସାଧାରଣ ଜନତା ଙ୍କୁ ଅସଭ୍ୟ ଭାଷାରେ…