ସଭାପତି ଭାବେ ଦାୟିୟ୍ୱ ଗ୍ରହଣ କଲେ ସମୀର ମହାନ୍ତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜେପିର ସଭାପତି ଭାବେ ବରିଷ୍ଠ ନେତା ସମୀର ମହାନ୍ତି ଆଜି ଦାୟତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବ କରାଯାଇଛି । ସେଠାରେ ସମୀର ମହାନ୍ତି ରାଜ୍ୟ ବିଜେପିର ନୂଆ ମୁଖିଆ ଭାବେ ବିଦ୍ଧିବଦ୍ଧ…