Browsing Tag

Samir mohanty

ମୋଦିଙ୍କ ସୁଶାସନ ଓ ବିକାଶ ପ୍ରତି ପୁନଃ ଆସ୍ଥା ପ୍ରକଟ କରିଛନ୍ତି ୪ ରାଜ୍ୟବାସୀ : ସମୀର ମହାନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ନିର୍ବାଚନରେ ଉତରପ୍ରଦେଶ, ଉତରାଖଣ୍ଡ, ଗୋଆ ଏବଂ ମଣିପୁର ରାଜ୍ୟବାସୀ ପୁଣି ଥରେ ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଏ ସମସ୍ତ ରାଜ୍ୟରେ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ମିଳିଛି । ବିଶେଷ ଭାବେ ଉତରପ୍ରଦେଶ ଏବଂ ଉତରାଖଣ୍ଡ ରାଜ୍ୟବାସୀ…

ଶାସକ ଦଳକୁ ଜିତାଇବାର ଗଳାବାଟ ତିଆରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ: ସମୀର ମହାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ କମିଶନ ପକ୍ଷଭୁକ୍ତ ହୋଇ ଶାସକ ଦଳକୁ ଜିତାଇବାର ଗଳାବାଟ ତିଆରିକରିଛନ୍ତି ଏବଂ ଧାର୍ଯ୍ୟ ପଂଚାୟତ ମାନୁଆଲର ଗାଇଡଲାଇନକୁ ପଛରେ ପକାଇ ମନଇଚ୍ଛା ନୂଆ ନିୟମ ତିଆରି କରୁଛନ୍ତି ରାଜ୍ୟନିର୍ବାଚନ ଆୟୋଗ । ଯାହାକି ପଂଚାୟତ ଆଇନକୁ ସଂପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି…

ବିଜେଡିର କୁଶାସନକୁ ରାଜ୍ୟବାସୀ ଆଉ ବରଦାସ୍ତ କରିବେ ନାହିଁ : ସମୀର ମହାନ୍ତିି

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଶାସକ ବିଜେଡି ସରକାର, ମିଛୁଆ ରାଧୁଆ ସରକାର । କେବଳ ପ୍ରତାରଣା ବ୍ୟତୀତ ରାଜ୍ୟବାସୀଙ୍କୁ ଆଉ କିଛି ଦେଇନାହିଁ ଶାସକ ବିଜେଡି । ରାଜ୍ୟ ସରକାରଙ୍କ ପିଠା, କାଳିଆ, ହରିଶ୍ଚନ୍ଦ୍ର ଯୋଜନା ଆଦି ଫେଲ ମାରିଛି । ବାସହୀନଙ୍କ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ…

ସମୟପୋଯୋଗୀ ଓ ଦୃଢ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ : ସମୀର ମହାନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ କାରଣରୁ ଭାରତବର୍ଷ ସମେତ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡିଥିବାବେଳେ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ବିରୋଧୀ ଲଢେଇର ନେତୃତ୍ୱ ନେଇ ଗୋଟିଏ ଗୋଟିଏ ଦୃଢ ଓ ସମୟପୋଯୋଗୀ ପଦକ୍ଷେପ ଗ୍ରହଣ କରି ଆମ ସମସ୍ତଙ୍କୁ…

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ହେଉଛି ମାହାଙ୍ଗା ଡବଲ୍ ମର୍ଡର ଘଟଣା : ସମୀର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ରାଜନୀତିରେ ମାହାଙ୍ଗା ଡବଲ୍ ମର୍ଡର ଏକ ପ୍ରମୁଖ ପ୍ରସଙ୍ଗ ହୋଇ ରହିଗଲା ଏବଂ ଏଭଳି ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀମାନେ ଆଜି ପର୍ଯ୍ୟନ୍ତ ଦଣ୍ଡ ପାଇଲେନାହିଁ । ରାଜ୍ୟର ଆଇନମନ୍ତ୍ରୀ ବେଆଇନ କାର୍ଯ୍ୟ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା…

ପଛୁଆ ବର୍ଗଙ୍କୁ ସଂରକ୍ଷଣ ମାମଲାରେ ବିଜେଡି କଟା ଘା’ରେ ଚୂନ ମାରିବା ବନ୍ଦ କରୁ- ସମୀର ମହାନ୍ତି

ଭୁବନେଶ୍ୱର : ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗକୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଇ ନିଜ ଦଳରେ ୪୦ ପ୍ରତିଶତ ଅଧିକାର ଦେବେ ବୋଲି କହି ଶାସକ ଦଳ ବିଜେଡି ଓବିସିଙ୍କ କଟା ଘା’ରେ ଚୂନ ମାରିବା ବନ୍ଦ କରୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।…

ପୋଲିସ ଉପରେ ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ତୁଟିଗଲେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସାଂଘାତିକ ହେବ: ସମୀର…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୫ ବର୍ଷରେ ରାଜ୍ୟରେ ୨୭୦୦୦ରୁ ଉର୍ଦ୍ଧ୍ୱ ଶିଶୁ ନିଖୋଜ ହୋଇଛନ୍ତି । ରାଜ୍ୟରେ ପ୍ରତିଦିନ ଚାରି ଧର୍ଷଣ ଓ ୬ ଅପହରଣର ଶିକାର ହେଉଛନ୍ତି। ମା,ଭଉଣୀ ଓ ଶିଶୁମାନେ ଭୟଭୀତ ଅଛନ୍ତି। ଏନସିଆରବି ରିପୋର୍ଟରେ ମହିଳା ନିର୍ଯ୍ୟାତନା ଓ ହିଂସାରେ ଓଡିଶା ରାଜ୍ୟ ସମଗ୍ର ଭାରତ…