କରୋନା ଲକ୍ଷଣ : ଡାକ୍ତରଖାନାରେ ଭର୍ତ୍ତି ହେଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଲକ୍ଷଣ ଦେଖାଦେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର । ଦିଲ୍ଲୀ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍ କୋଭିଡ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଗତକାଲି ସଂଧ୍ୟାରୁ ହସ୍ପିଟାଲ୍ ଆଇସିୟୁ ରେ ତାଙ୍କର…