ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାରେ ୮ ଜଣ ଛାତ୍ରଛାତ୍ରୀ ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ। ରାସ୍ତା କଡରେ ଛିଡ଼ାହୋଇଥିବା ଏକ ଜେସିବିକୁ ଧକ୍କା ଦେଇଛି ଏକ ସ୍କୁଲ ଭ୍ୟାନ୍। ଏହିଘଟଣା ଟି ଆଜି ସକାଳେ ସମ୍ୱଲପୁରରେ ଘଟିଥିବା ବେଳେ ଏଥିରେ ୮ ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି। ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା…