Browsing Tag

sambalpur

ଡକ୍ଟର କ୍ୟୁରେସି ନବୀନଙ୍କୁ ପ୍ରଶଂସା କରିବା ସହ ଆଇଏଏସ ଙ୍କ ନିଲମ୍ବନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କଲେ ନାପସନ୍ଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ନିର୍ବାଚନ କମିସନ ଡକ୍ଟର ଏସ.ୱାଇ କ୍ୟୁରେସି ହେଲିକପ୍ଟର ଯାଞ୍ଚକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କୁ ନେଇ ଜଣେ କର୍ତ୍ତବ୍ୟନିଷ୍ଟ ଅଧିକାରୀଙ୍କ ନିଲମ୍ବନକୁ ନାପସନ୍ଦ କରିଛନ୍ତି । ଡକ୍ଟର…

ବିଜେପି ଟାର୍ଗେଟରେ ଓଡ଼ିଶା: ୧୬ ରେ ମୋଦି, ୧୭ରେ ପୁଣି ଆସିବେ ଶାହା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ । ସମ୍ବଲପୁର ଜିଲା ହୀରାକୁଦ ରୋଡ ଲୋରପଙ୍କଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଅପରାହ୍ନରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା…

ସମ୍ବଲପୁରରେ ୩୩୮ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ ।

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ବିଜୁ ଯୁବ ବାହିନୀ ସମାବେଶରେ ୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୧୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ୩୩୮ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି…

ସମ୍ବଲପୁରୀ ଆଲବମ ଅଭିନେତ୍ରୀଙ୍କୁ ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ମହାନଦୀ ବ୍ରିଜ ତଳୁ ସମ୍ବଲପୁରୀ ଆଲବମ ଅଭିନେତ୍ରୀ ସୀମରନ ମରିଆଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି । ତାଙ୍କ ଘର ଝାରସୁଗୁଡା ଜିଲ୍ଲା ଭୁଲିଆଟିରା ଅଞ୍ଚଳରେ । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ସୀମରନଙ୍କୁ ତାଙ୍କ ସ୍ବାମୀ…

ଭୀମସାର ନିର୍ଦେଶକଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପ୍ରତିବାଦରେ ଆଜି ୧୨ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଥିଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁର୍ଲା ଭୀମସାର ନିର୍ଦେଶକ ଅଶ୍ୱିନୀ ପୂଜାହାରୀ ଙ୍କୁ ସରକାର କାର୍ଯ୍ୟରୁ ଅନ୍ତର କରିବା ସହ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବୁର୍ଲା ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଥିଲା । ସୂଚନା ଅନୁଯାୟୀ, ସରକାର ଅଶ୍ୱିନୀ ପୂଜାହାରୀ…

୯ ଟି ଜିଲ୍ଲାରେ ମରୁଡି ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୯ଟି ଜିଲ୍ଲାରେ ସ୍ୱଳ୍ପ ପୃଷ୍ଟିପାତ ପାଇଁ ୬୬ଟି ବ୍ଲକ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଜିଲ୍ଲା ଗୁଡିକୁ ମରୁଡି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ୯ଟି ଜିଲ୍ଲାର ୬୬ଟି ବ୍ଲକର ୫୬୬୩ ଗାଁ ର ୨ ଲକ୍ଷ ୩୩ ହଜାର…

ଧବଳମୁଖୀ ବେଶରେ ଦର୍ଶନଦେଲେ ମାଆ ସମଲାଇ

ଓଡ଼ିଶା ଫାଷ୍ଟ(ସମ୍ବଲପୁର ବ୍ୟୁରୋ): ସମ୍ବଲପୁର ର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ଆଜି ମାଆ ସମଲେଶ୍ବରୀ ଧବଳ ମୁଖରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ବର୍ଷ ତମାମ ରକ୍ତ ମୁଖା ମାଆ ସମଲେଶ୍ୱରୀ ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ଶାନ୍ତ ଧବଳ ମୁଖରେ ଦର୍ଶନ ଦିଅନ୍ତି । ମାଆ ଙ୍କ ଏହି…

ଅସହାୟ ଶବର ଅନ୍ତିମ ସଂସ୍କାର କଲେ ରେଙ୍ଗାଲି ବିଧାୟକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁସଂସ୍କାର ସମାଜକୁ ଏଭଳି ଭାବେ କଳୁଷିତ କରି ଚାଲିଛି ଯଦ୍ୱାର ମଣିଷ ନିଜର ମଣିଷତ୍ବକୁ ଭୁଲି ଗଲାଣି । କେଉଁଠି ସାମାଜିକ ବାଛନ୍ଦ ଯୋଗୁଁ ଶାଳୀର ଶବକୁ ଭିଣେଇ ସାଇକେଲରେ ବୋହି ନେଉଥିବା ବେଳେ ଆଉ କେଉଁଠି ଅସହାୟଙ୍କ ଶବ ମଶାଣୀ ଯାଏ ନେବାକୁ ଚାରି କାନ୍ଧ ମିଳୁନି ।…

ହୀରାକୁଦ ଡ୍ୟାମର ୫ଟି ଗେଟ ଖୋଲିଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହୀରାକୁଦ ଡ୍ୟାମରୁ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିିତ କରାଯାଇଛି । ପ୍ରଥମେ ପୂଜାର୍ଚ୍ଚନା ପରେ ୭ନମ୍ବର ଗେଟ ରୁ ଏ ବର୍ଷର ପ୍ରଥମ ବର୍ଷା ଜଳ ନିଷ୍କାସନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଆଜି ୫ଟି ଗେଟ ଖୋଲାଯାଇଛି। ଏହି ଅବସରରେ ସମ୍ବଲପୁର ବିଧାୟିକା ରାଶେଷ୍ବରୀ…

ରାତିରେ ବର୍ଷା ସାଜିଲା ଦାଉ , ପୋଲିସ ଓ ଓଡ୍ରାଫ୍ଟ ଟିମ ସହାୟତାରେ ୫୦୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର

ଓଡିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରେ ସମ୍ବଲପୁର ରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଠାରେ ଗତକାଲି ରାତିରେ ୬୦୮ ଏମଏମ ବର୍ଷା ରେକର୍ଡ କରାଯାଇଥିଲା । ପ୍ରାୟ ସ୍ଥାନରେ ବର୍ଷା ପାଣି ପସି ଯିବାରୁ ଘର ଗୁଡିକ ପାଣିରେ ବୁଡ଼ି ରହିଥିଲା । ଯାହାଫଳରେ ଲୋକଙ୍କର…

You cannot copy content of this page