Browsing Tag

sambalpur

ସମ୍ବଲପୁରରେ ରାଜ୍ୟର ୨ୟ ସୈନିକ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ସୈନିକ ସ୍କୁଲ ସମ୍ବଲପୁର ସଦର ତହସିଲ ଅନ୍ତର୍ଗତ ବସନ୍ତପୁର ମୌଜାରେ ପ୍ରତିଷ୍ଠା ହେବ । ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହେବାକୁ ଥିବା ଏହି ସ୍କୁଲ ପାଇଁ ରାଜ୍ୟ ସରକାର ୧୦୦ ଏକର ୦୫ ଡିସିମିଲି ସରକାରୀ ଜମି…

ମର୍ଣ୍ଣିଂୱାକ୍ ବେଳେ ଆଇନଜୀବୀଙ୍କୁ ଚାପି ଦେଲା ଟ୍ରକ୍, ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମର୍ଣ୍ଣିଂୱାକ୍ କରିବାକୁ ଯାଉଥିବା ବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଟ୍ରକ ଚଢ଼ି ଯାଇଛି। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ସାକ୍ଷୀପଡ଼ା ଅଞ୍ଚଳର ଉମେଶ ଚନ୍ଦ୍ର ପ୍ରଧାନ।…

ଗ୍ରାହକ ବେଶରେ ଆସି ଲୁଟିନେଲେ ୧୦ ଲକ୍ଷର ସୁନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଜିଲା ବୈଦନାଥ ଛକ ନିକଟରେ ଥିବା ଏକ ସୁନା ଦୋକାନରେ ବଡ଼ ଧରଣର ଲୁଟ ହୋଇଛି। ବୈଦ୍ୟନାଥ ଛକ ନିକଟସ୍ତ ମୁନ୍ଦ୍ରା ଜ୍ବେଲର୍ସକୁ ଗ୍ରାହକ ବେଶରେ ଆସି ଲୁଟେରା ପାଖାପାଖି ୩୦୦ ଗ୍ରାମ ସୁନାଗହଣା ଥିବା ବାକ୍ସ ଲୁଟ କରିନେଇଥିବା ସମ୍ବଲପୁର ଟାଉନ ଥାନାରେ ଲିଖିତ…

ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ବିକାଶ ପ୍ରକଳ୍ପ, ପରିଦର୍ଶନରେ ୫ଟି ସଚିବ ଭି.କେ. ପାଣ୍ଡିଆନ, ପୂର୍ତ୍ତ ସଚିବ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ ପ୍ରକଳ୍ପ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା'…

ଲପଡ଼ାରେ ଟ୍ରିପଲ୍ ମର୍ଡ଼ର: ମହିଳା ଓ ଝିଅ, ଜ୍ୱାଇଁଙ୍କୁ ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ମହୁଲପାଲି ଥାନା ଅନ୍ତର୍ଗତ ଲପଡ଼ା ଗ୍ରାମରେ ବୁଧବାର ଅପରାହ୍ନରେ ଟ୍ରିପଲ୍ ମର୍ଡର୍ ହୋଇଛି । ଜଣେ ମହିଳା ଓ ତାଙ୍କ ଝିଅ, ଜ୍ୱାଇଁଙ୍କୁ ପଡ଼ୋଶୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ବେଳେ ପୁଲିସ ଅଭିଯୁକ୍ତ ପଡ଼ୋଶୀ ଓ ତାଙ୍କ ପୁଅକୁ…

ପୋଲ ତଳେ ପଡିଛି ଲକ୍ଷାଧିକ ଟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଜିଲ୍ଲା ତୁମ୍ବେସିଂହା ପୋଲ ତଳେ ପଡିରହିଛି ଲକ୍ଷାଧିକ ଟଙ୍କା । ଏହି ଟଙ୍କା ଗୁଡିକ ଚିରା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ନୋଟ ସବୁ କେବଳ ୫୦୦ ଟଙ୍କିଆ ହୋଇଥିବା ବେଳେ ଅନେକ ନୋଟକୁ ପୋଡା ଯାଇଥିବା ଦେଖାଯାଇଛି । ସୂଚନା ଅନୁଯାୟୀ,…

ବିନା ସୂଚନାରେ ଥାନା ପରିଦର୍ଶନ କଲେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ 'ମୋ ସରକାର' ଓ ୫-ଟି କାର୍ଯ୍ୟକାରିତା ପାଇଁ ଅଣ୍ଟା ଭିଡିଥିବା ରାଜ୍ୟ ପ୍ରଶାସନର ଅଧିକାରୀମାନେ ଏବେ ସେମାନଙ୍କ ଗସ୍ତକୁ ଅତ୍ୟନ୍ତ ଗୁପ୍ତ ରଖୁଛନ୍ତି । ସେହିପରି ସେମାନେ ଏକାଧିକ ସ୍ଥାନକୁ ମଧ୍ୟ ଯାଉଛନ୍ତି । ଏହା ଫଳରେ ଯେଉଁ…

ଶୋଇଥିବା ବେଳେ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଏକ ବର୍ବର କାଣ୍ଡ ଘଟିଛି । ଜନୈକ ବ୍ୟକ୍ତି ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ସହ ତାଙ୍କ ମୁଣ୍ଡ କାଟି ନେଇଯାଇଛନ୍ତି । ମୃତକ ଜଣକ ହେଲେ ସେହି ଗ୍ରାମର ସତ୍ୟନାରାୟଣ ମୁଣ୍ଡା ।…

କଂଗ୍ରେସ ଛାଡିଲେ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ସାଧାରଣ ନିର୍ବାଚନ ଫଳ ପ୍ରକାଶ ପାଇବ । ଏ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ପ୍ରଦେଶ କଂଗ୍ରେସ (ପିସିସି) ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ।…

କେନ୍ଦ୍ରରେ କୋୖଣସି ଜାତୀୟ ଦଳକୁ ବହୁମତ ମିଳିବନି: ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ); ସମ୍ଭଲପୁର ଜିଲ୍ଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ଏହି ସଭାରେ ଯୋଗଦେଇ ନବୀନ ବିଜେଡି ବିଧାୟକ ଓ ଏମପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ଓଡ଼ିଶା…

You cannot copy content of this page