ରାଜଧାନୀରେ ୭ଟି ସ୍ଥାନରେ ବାଣ ବିକ୍ରିକୁ ଅନୁମତି
ଭୁବନେଶ୍ୱରରେ ୭ଟି ସ୍ଥାନରେ ବାଣ ବିକ୍ରିକୁ ଅନୁମତି। କମିସନରେଟ ପୋଲିସ, ଅଗ୍ନିଶମ ବିଭାଗ ଆଦିରୁ ଅନୁମତି ମିଳିବା ପରେ ବାଣ ଦୋକାନକୁ ଅନୁମତି ପ୍ରଦାନ କରାଯିବ। ରାଜଧାନୀର ସରକାରୀ ଖାଲି ସ୍ଥାନରେ ଖୋଲିବ ଦୋକାନ। ଏଥିପାଇଁ ଦୋକାନୀଙ୍କୁ ଶହେ ବର୍ଗଫୁଟ ପାଇଁ ପ୍ରତିଦିନ ୧୬୦ ଟଙ୍କା ହିସାବରେ…