ଏହି ମନ୍ଦିରରେ ୧୬୪ ବର୍ଷ ହେଲା ଲଗାତାର ବଢୁଛି ଶାଳଗ୍ରାମ ଆକାର
ବିହାର ବଗହା ସ୍ଥିତ ବନକଟବାରେ ବାବା ବିଶ୍ଵମ୍ଭରନାଥ ମନ୍ଦିରରେ ସାକ୍ଷାତ ନାରାୟଣ ବାସ କରନ୍ତି। ଏଠାରେ ଶାଳଗ୍ରାମ ସ୍ଥାପିତ ଅଛି ଯାହାକୁ ଲୋକେ ଭଗବାନ ବିଷ୍ଣୁଙ୍କ ରୂପ ଭାବରେ ପୂଜା କରନ୍ତି। ମନ୍ଦିରରେ ସ୍ଥାପିତ ଶାଳଗ୍ରାମର ଆକାର ପ୍ରାୟ ୧୬୪ ବର୍ଷ ହେଲା ଲଗାତାର ବଢି ଚାଲିଛି। ଦିନେ ଲୋକେ…