Browsing Tag

sajana saga

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ସଜନା ଶାଗ

ପ୍ରତ୍ୟେକ ଶାଗରେ କିଛି ନା କିଛି ଔଷଧୀୟ ଗୁଣ ରହିଛି। ସେହିପରି ସଜନା ଶାଗ ଆମ ଶରୀର ପକ୍ଷେ ହିତକର ହୋଇଥାଏ। ଏହାର ଶାଗ, ଫଳ ଓ ଫୁଲ ଖାଇବାକୁ ଲୋକମାନେ ପସନ୍ଦ କରନ୍ତି। ସଜନା ଶାଗକୁ ଇଂରାଜୀରେ ଡ୍ରମଷ୍ଟିକ ଲିଫ ବୋଲି କୁହାଯାଏ। କେହି କେହି ଏହାକୁ ବାରମାସୀ ଛୁଇଁ ବୋଲି କହିଥାଆନ୍ତି। ଏଥିରେ…