Browsing Tag

sahina

ଗୁଲାବ ପରେ ଚିନ୍ତା ବଢ଼ାଇଛି ‘ଶାହିନ୍’: ଆଜି ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘୁର୍ଣ୍ଣିଝଡ ‘ଗୁଲାବ’ର ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ ପୁଣି ଏକ ନୂଆ ଝଡ ‘ଶାହିନ୍’ର ଭୟ ମହାରାଷ୍ଟ୍ର ଏବଂ ଗୁଜୁରାଟର ଲୋକଙ୍କ ଚିନ୍ତା ବଢ଼ାଇଛି। ପାଣିପାଗ ବିଭାଗ ଅନୁଯାୟୀ, ‘ଶାହିନ୍’ ଆରବ ସାଗରରେ ଉଠିବ ଏବଂ ଗୁଜୁରାଟ ଓ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ…