ଆଜି ପବିତ୍ର ସାବିତ୍ରୀ ବ୍ରତ; ବିଭିନ୍ନ ମନ୍ଦିରରେ ମହିଳାଙ୍କ ଗହଳି
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପବିତ୍ର ସାବିତ୍ରୀ ବ୍ରତ ପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମନ୍ଦିରରେ ମହିଳାଙ୍କ ଗହଳି ଦେଖିବାକୁ ମିଳିଛି । ଭୁବନେଶ୍ୱରର ରାମ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସମେତ ଅନେକ ମନ୍ଦିରର ସାମ୍ନାରେ ପୂଜା ପାଇଁ ମହିଳା ମାନେ ହାତରେ ଭୋଗ ଓ ଫୁଲ ଧରି ଲମ୍ବା…