Browsing Tag

#Russia Ukraine war

ଋଷ ପାଳୁଛି ବିଜୟ ଦିବସ

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନା ନେଉ ନାହିଁ । ୭୫ ଦିନରେ ପହଞ୍ଚିଛି । ଅନ୍ୟପଟେ ଆଜି ଋଷ ୭୭ ତମ ବିଜୟ ଦିବସ ପାଳନ କରୁଛି । ଏହି ଅବସରରେ ଏକ ପରେଡ ସମାରୋହ ମଧ୍ୟ ଆୟୋଜିତ ହେଇଛି ବିଜୟ ଦିବସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଦେଶକୁ ସମ୍ବୋଧିତ କରିବେ । ଋଷରେ ବିଜୟ ଦିବସ…

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ୟୁକ୍ରେନରେ ଦ୍ଵିତୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ପଞ୍ଜାବ ନିବାସୀ ୨୨ ବର୍ଷୀୟ ଚନ୍ଦନ ଜିନ୍ଦଲ. ଚନ୍ଦନଙ୍କ ମୃତ୍ୟୁ କୌଣସି ଆକ୍ରମଣରେ ନୁହେଁ ବରଂ ରୋଗରେ ଘଟିଛି। ସେ ୟୁକ୍ରେନର ଭିନିସ୍ତିଆ ଡିକାଲ ୟୁନିଭର୍ସିଟିର ହସ୍ପିଟାଲରେ…

ୟୁକ୍ରେନରେ ଫସିରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ହୃଦୟବିଦାରକ ଦୃଶ୍ୟର ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଛି । ଫଳରେ ୟୁକ୍ରେନରେ ଫସିରହିଛନ୍ତି ଅନେକ ଓଡ଼ିଆ ଛାତ୍ରଛାତ୍ରୀ । ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ସେମାନଙ୍କ ଦ୍ବାରା ପଠାଯାଉଥିବା ଭିଡ଼ିଓ ଦେଖିଲେ ଆଖିରେ ଲୁହ ଆସିଯିବ । ସେମାନେ ଜୀବନ ବଞ୍ଚାଇବାକୁ କିପରି…