Browsing Tag

Russia

ଋଷ ପାଳୁଛି ବିଜୟ ଦିବସ

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନା ନେଉ ନାହିଁ । ୭୫ ଦିନରେ ପହଞ୍ଚିଛି । ଅନ୍ୟପଟେ ଆଜି ଋଷ ୭୭ ତମ ବିଜୟ ଦିବସ ପାଳନ କରୁଛି । ଏହି ଅବସରରେ ଏକ ପରେଡ ସମାରୋହ ମଧ୍ୟ ଆୟୋଜିତ ହେଇଛି ବିଜୟ ଦିବସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଦେଶକୁ ସମ୍ବୋଧିତ କରିବେ । ଋଷରେ ବିଜୟ ଦିବସ…

ୟୁକ୍ରେନର ୪ଟି ସହରରେ ଋଷର ଅସ୍ତ୍ରବିରତି; ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଅନୁରୋଧ ପରେ ନରମିଲେ ପୁଟିନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୁଷ ସେନା ୟୁକ୍ରେନର ୪ ଟି ସହରରେ ଅସ୍ତ୍ରବିରତି ଘୋଷଣା କରିଛି । ୟୁକ୍ରେନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଭାରତୀୟ ସମୟ ଅନୁଯାୟୀ ମଧ୍ୟାହ୍ନ ୧୨.୩୦ରୁ ୟୁକ୍ରେନରେ ଅସ୍ତ୍ରବିରତି ପ୍ରଯୁଜ୍ୟ ହେବ । ହ୍ୟୁମାନ୍ କରିଡର…

ଋଷିଆର ଜବାବ ଲାଗି ବୋରିଶ ଜନସନ ପ୍ରସ୍ତୁତ କରିଛନ୍ତି ୬ ଦଫା କାର୍ଯ୍ୟସୂତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ୟୁକ୍ରେନରେ ଯୁଦ୍ଧର ଘନଘଟା ସମାପ୍ତ ଓ ଋଷିଆକୁ ଉପଯୁକ୍ତ ଶିକ୍ଷା ଦେବା ଲାଗି ଏକ ୬ ସୂତ୍ରୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମରୁ ୟୁକ୍ରେନକୁ ନେଇ ବ୍ରିଟେନ ବେଶ୍ ଆକ୍ରମକ ଦେଖାଯାଇଛି। ବିଶ୍ୱରେ କୌଣସି ଦେଶ ଋଷିଆ…

ଖାରକିଭ୍‌ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ : ଦୂତାବାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ୟୁକ୍ରେନ୍‌ର ରାଜଧାନୀ ଖାରକିଭ୍‌ ତୁରନ୍ତ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ । ଭାରତୀୟ ଦୂତାବାସ ପକ୍ଷରୁ ଭୟଙ୍କର ଯୁଦ୍ଧ ଭିତରେ ନିଜ ନିଜ ସୁରକ୍ଷା ପାଇଁ ସେଠାରେ ରହିଥିବା ଭାରତୀୟ ଯଥା ସମ୍ଭବ ଉକ୍ତ ସ୍ଥାନ ପରିତ୍ୟାଗ କରି କୌଣସି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ…

ୟୁକ୍ରେନର ସାମରିକ ବେସ ଉପରେ ଋଷର ଆକ୍ରମଣ, ୭୦ରୁ ଅଧିକ ସୈନିକ ନିହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସ୍ଥିତିରେ ପହଂଚିଛି। ମଙ୍ଗଳବାର ଦିନ ରୁଷର ସାମରିକ ବେସ୍ ଉପରେ ଆକ୍ରମଣରେ ୭୦ରୁ ଅଧିକ ୟୁକ୍ରେନ ସୈନିକ ନିହତ ହୋଇଛନ୍ତି। ରୁଷର ସେନା ଦ୍ରୁତ ଗତିରେ କିଭ ଆଡକୁ ଗତି କରୁଛି । ୟୁକ୍ରେନର ରାଜଧାନୀ କିଭ ଧରିବା ପାଇଁ ଋଷ…

ରୁଷ ସାଧାରଣ ଲୋକଙ୍କ ପାଇଁ ଜାରି କଲା ସ୍ପୁଟନିକ୍-ଭି’ ର ପ୍ରଥମ ବ୍ୟାଚ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁସି ଖବର। ବିଶ୍ବ କରୋନା ସହ ଲଢ଼ିୁଥିବା ବେଳେ ରୁଷ ଆଣିଛି ଆଶ୍ବସ୍ତିକର ଖବର। ରୁଷ ତାର କରୋନା ଭ୍ୟାକସିନ ‘ସ୍ପୁଟନିକ୍-ଭି’ର ପ୍ରଥମ ବ୍ୟାଚ୍ ସାଧାରଣ ଲୋକଙ୍କ ପାଇଁ ଜାରି କରିଛି। ରୁଷ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି। ସ୍ପୁଟନିକ ଭି ପ୍ରଥମ…