ବନ୍ଧା ହେଲେ ନବରଙ୍ଗପୁର ଆରଟିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ଜାଲରେ ନବରଙ୍ଗପୁର କୋଟିପତି ଆରଟିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଟିଓ ଗଣେଶ୍ୱର କହଁରଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। କିଛିଦିନ ତଳେ ଜୟପୁର ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ଗଣେଶ୍ୱର କହଁରଙ୍କ ଭଡ଼ାଘର ସମେତ…