ଦୁର୍ଘଟଣା ପରେ ପ୍ରଥମ ଥର ଛିଡା ହେଲେ ରିଷଭ
ଭାରତୀୟ କ୍ରିକେଟ ଟିମର ଓ୍ଵିକେଟ କିପର ରିଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ମୁମ୍ବାଇର କୋକିଲାବେନ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ରିଷଭଙ୍କ ଡାହାଣ ଗୋଡ ଲିଗାମେଣ୍ଟ ସର୍ଜରୀ ହୋଇସାରିଛି । କିନ୍ତୁ ଆଗାମୀ ୬ ସପ୍ତାହ ପରେ ରିଷଭଙ୍କର ଆଉ ଏକ ସର୍ଜରୀ ହେବ । ଆଉ…