ସନ୍ନ୍ୟାସ ନେଲେ ଟେନିସ୍ ଖେଳାଳି ବୋପାନ୍ନା
ଭାରତର ଭେଟେରାନ ଟେନିସ୍ ଖେଳାଳି ରୋହନ ବୋପାନ୍ନାଙ୍କୁ ଏଣିକି ଆଉ ଭାରତୀୟ ଜର୍ସିରେ ଦେଖିବାକୁ ମିଳିବ ନାହିଁ । ପ୍ୟାରିସ୍ ଥିଲା ତାଙ୍କ କ୍ୟାରିୟର ଶେଷ ପ୍ରତିନିଧିତ୍ୱ। ଶ୍ରୀରାମ ବାଲାଜୀଙ୍କୁ ସାଥୀ କରି ବୋପାନ୍ନା ଡବଲ୍ସ ଖେଳିବାକୁ ଓହ୍ଲାଇଥିଲେ। ପ୍ରଥମ ରାଉଣ୍ଡ୍ରେ ଫ୍ରାନ୍ସର ଗାଏଲ…