ଏଣିକି କୋର୍ଟରେ କେସ୍ ଲଢ଼ିବ ରୋବର୍ଟ
କୋର୍ଟରେ କେସ୍ ଲଢ଼ିବା ପାଇଁ ଓକିଲଙ୍କୁ ନିଯୁକ୍ତ କରାଯାଇଥାଏ। କିନ୍ତୁ ଅଧିକାଂଶ ଲୋକଙ୍କ ପାଇଁ ଏହା ଅତି ମହଙ୍ଗା ବ୍ୟାପାର। ତେଣୁ ଏଣିକି ଜଣେ ରୋବଟ ଓକିଲ କୋର୍ଟରେ କେସ୍ ଲଢ଼ିପାରିବ ଯାହା କମ୍ ବ୍ୟୟସାପେକ୍ଷ ହେବ। ଏକଥା ଶୁଣି ଆପଣଙ୍କର ବିଶ୍ୱାସ ହେଉ ନଥିବ। ଭାବୁଥିବେ ଏମିତି କେମିତି।…