Browsing Tag

Road block

ପଶ୍ଚିମବଙ୍ଗ ଫେରନ୍ତା ପରିବାର କ୍ୱାରେଣ୍ଟିନ ହୋମ ନଯିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତା ରୋକ, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ର ବଡଗଡ଼ ବ୍ରିଟକଲୋନୀରେ ଥିବା ଏକ ମୁସଲିମ ପରିବାର ଆଜି ପଶ୍ଚିମବଙ୍ଗରୁ ଆସି ନିଜ ଘରେ ପହଞ୍ଚିଥିଲେ । ସେମାନେ ଲକ ଡାଉନ ପୂର୍ବରୁ ପଶ୍ଚିମବଙ୍ଗ ଯାଇଥିଲେ । ଆଜି ସକାଳ ୧୦ଟା ସେମାନେ ଏକ ସ୍କରପିଓ ଗାଡ଼ିରେ ୮ଜଣ ଆସି ଘରେ ପହଞ୍ଚିଥିଲେ । ସ୍ଥାନୀୟ…

ଭାରତ ବନ୍ଦ, ଗାଡି ଓ ରେଳ ଚଳାଚଳ ପ୍ରଭାବିତ, ଯାତ୍ରୀ ହନ୍ତସନ୍ତ

ଓଡ଼ିଶା ଫାଷ୍ଟ( ବ୍ୟୁରୋ): ଶ୍ରମିକ ସଂଗଠନ ତରଫରୁ ଆଜି ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଯୋଗୁଁ ଗାଡି ଓ ରେଳ ଚଳାଚଳ ପ୍ରଭାବିତ ହେବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ ଓ ଟ୍ରେନ ଚଳାଚଳ ବନ୍ଦ ରହିବ । ସନ୍ଧ୍ୟା…

ମଣ୍ଡିରେ ଅବ୍ୟବସ୍ଥା, ରାଜରାସ୍ତାରେ ଚାଷୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ରାଜରାସ୍ତାରେ ବସିଛନ୍ତି ମାଲକାନଗିରି ଜିଲ୍ଲାର ଚାଷୀ । ସପ୍ତାହ ସପ୍ତାହ ଧରି ମଣ୍ଡିରେ ଧାନ କିଣା ନଯିବା ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲା ସଦର ଲ୍ୟାମ୍ପସ ଅଧୀନ ଝରାପାଲ୍ଲୀ ଗ୍ରାମ…

ହତ୍ୟାକାରୀ ଗିରଫ ଦାବିରେ ଶବ ରଖି ଗ୍ରାମବାସୀଙ୍କ ରାସ୍ତା ରୋକ

ଓଡ଼ିଶା ଫାଷ୍ଟ (ଯାଜପୁର ବ୍ୟୁରୋ): ଗତକାଲି ପାଣିକୋଇଲି ଠାରେ ଦୀପକ ଦଳାଇ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବକ ର ଗ୍ରାମ ଜେନାପୁର ଥାନା ଅଞ୍ଚଳର ସୋରେଇ ଗ୍ରାମର ବୋଲି ଜଣାପଡିଛି । ଦୀପକର ମୃତ୍ୟୁ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ…