ଭିଜିଲାନ୍ସ ଜାଲରେ RMC କର୍ମଚାରୀ
ଯାଜପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭିଜିଲାନ୍ସ ଜାଲରେ ଯାଜପୁର RMC କର୍ମଚାରୀ ଗୟାଧର ସାହୁ। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟାଉନ ଥାନା ଅଞ୍ଚଳ ସନ୍ଥେଶ୍ୱରପୁରସ୍ଥିତ ବାସଭବନ ଏବଂ ଭଡାରେ ଦିଆଯାଇଥିବା ଘରେ ଚଢାଉ ଚାଲିଛି। ଗୟାଧର…