ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ପକ୍ଷରୁ ଗିରଫ କରାଯାଇଛି। ଆଜି ଏନିସିବି ଦ୍ୱାରା ଲଗାତାର ତୃତୀୟ ଦିନ ଜେରା ପରେ ରିୟା ଗିରଫ ହୋଇଛନ୍ତି। ଏନସିବି ରିୟାଙ୍କୁ ରବିବାର ୬ ଘଣ୍ଟା ଓ ସେମାବାର ୮ ଘଣ୍ଟା ଜେରା…