ସତରେ କ’ଣ ବୋରିସ ଜନସନଙ୍କ ପରେ ଏହି ଭାରତୀୟ ବଂଶୋଦ୍ଭବ ହେବେ ଆଗାମୀ ବ୍ରିଟେନ ପ୍ରଧାନମନ୍ତ୍ରୀ ?
ବହୁ ବାଦ ବିବାଦ ପରେ ପରିଶେଷରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ମଧ୍ୟରେ ୪୦ରୁ ଅଧିକ ମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ତାଙ୍କ ଉପରେ ଚାପ ପଡିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ଜନସନଙ୍କ ପରେ କିଏ ବ୍ରିଟେନର…