ହସ୍ତାନ୍ତର ମେଳାରେ ୯୨ ମୋବାଇଲ ଫେରାଇଲା ପୁଲିସ
ଭୁବନେଶ୍ୱର : ମଙ୍ଗଳବାର ଭୁବନେଶ୍ୱର ଡିସିପି ଅଫିସ୍ରେ ଏକ ମୋବାଇଲ ହସ୍ତାନ୍ତର ମେଳା ଆୟୋଜିତ ହୋଇଥିଲା । ଏହି ମେଳାରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଚୋରି, ଲୁଟ୍ ହୋଇଥିବା ୯୨ଟି ଜବତ ମୋବାଇଲକୁ ପୁଲିସ ଅସଲିମାଲିକଙ୍କୁ ହସ୍ତାନ୍ତର କରିଛି । ଏଠାରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ…